ମହେଷ୍ୱାସ Maheshwāsa

  • ସଂ. ବି (ମହାନ୍+ଇଷ୍ୱାସ=ଧନୁ) — (କର୍ମଧା) ବୃହତ୍ ଧନୁ — A big bow
  • ସଂ. ବି (ମହାନ୍+ଇଷ୍ୱାସ=ଧନୁ) — (ବହୁବ୍ରୀହି) ମହା ଧନୁର୍ଦ୍ଧର — A great archer
  • ସଂ. ବି (ମହାନ୍+ଇଷ୍ୱାସ=ଧନୁ) — (ଉ—ହେ ଭୀଷ୍ମ ଏହାଙ୍କ ପରି କେ ମହେଷ୍ୱାସ। କୃଷ୍ଣସିଂହ. ମହାଭାରତ ସଭା।)