ମହୁସୁମି Maha (hu)sum (mi)

  • ଦେ. ବି (ଆ. ମୌସୀମ୍=ଋତୁ) — ଶସ୍ୟୋତ୍ପତ୍ତି — The production of grains
  • ଦେ. ବି (ଆ. ମୌସୀମ୍=ଋତୁ) — କୃଷିର କୌଣସି କର୍ମ କରିବାର ଉପଯୁକ୍ତ ଋତୁ — The proper season for a particular agricultural operation