ମହୁସଞ୍ଚା Mahu sanchā
- ଦେ. ବିଣ—(ସଂ. ମଧୁସଞ୍ଚୟ) — ମଧୂମକ୍ଷିକା ପରି ଯେ ଧନ ସଞ୍ଚୟ କରେ — Given to hoarding wealth like bees
- ଦେ. ବିଣ—(ସଂ. ମଧୁସଞ୍ଚୟ) — କୃପଣ — Very miserly
- ଦେ. ବି — ମହୁମାଛି ପରି ଅଳ୍ପ ଅଳ୍ପ ପରିମାଣରେ ସଞ୍ଚୟ କରି କରି ବହୁ ଧନ ସଞ୍ଚୟ — Hoarding of money by saving little by little