ମହୁଲ ମଦ Mahula mada

  • ଦେ. ବି (ସଂ. ମଧୁକ ମଦ୍ୟ; ସଂ. ମାଧ୍ୱୀ) — ମହୁଲ ଫୁଲକୁ ପାଣିରେ ସଢାଇ ତାହାକୁ ସିଝାଇ ସେଥିରୁ ଅର୍କ ରୂପେ ବାହାର କରାଯିବା ମଦ — Wine distilled from Mahwa flowers