ମହୁର ବେଶର Mahura beṡara
- ଦେ. ବି (ସହଚର ଶବ୍ଦ) — ମହୁର (ନାନାପ୍ରକାର ପରିବା ସଙ୍ଗେ ମାଛ ରନ୍ଧା ଯାଇଥିବା ତରକାରୀ) ଓ ବେଶର (ମାଛରେ ବେଶର ଓ ସାମାନ୍ୟ କେତେକ ପରିବା ମିଶାଯାଇ ରନ୍ଧା ଯାଇଥିବା ତରକାରୀ) — Curry made of vegetables mixed with fish and curry made of fish seasoned with pasted rye