ମହୁତ Mahuta

  • ପ୍ରାଦେ (ଯାଜପୁର) ବି. [ତୁଳ; ହି. ମୌତ; ଆ, ମୌତ୍] — ମୃତ୍ୟୁ — Death
  • ପ୍ରାଦେ (ଯାଜପୁର) ବି. [ତୁଳ; ହି. ମୌତ; ଆ, ମୌତ୍] — ମୃତ୍ୟୁର ସମୟ — The time of death