ମହୀ ଇନ୍ଦ୍ର Mahī indra

  • ଦେ. ବି. (ପଦ୍ଯ) (ସଂ. ମହୀନ୍ଦ୍ର) — ରାଜା — King
  • ଦେ. ବି. (ପଦ୍ଯ) (ସଂ. ମହୀନ୍ଦ୍ର) — [ଉ— ମାନ୍ଧାତା ନାମେ ମହୀ ଇନ୍ଦ, ତାର କୁମର ମୁଚୁକୁନ୍ଦ। ଜଗନ୍ନାଥ ଭାଗବତ।]