ମହି Mahi
- ସଂ. ବି. ସ୍ତ୍ରୀ (ମହ ଧାତୁ+କର୍ମ. ଇ; ଈ) — ପୃଥିବୀ; ଧରଣୀ — The earth
- ସଂ. ବି. ସ୍ତ୍ରୀ (ମହ ଧାତୁ+କର୍ମ. ଇ; ଈ) — ଭୂମି — The ground
- ସଂ. ବି. ସ୍ତ୍ରୀ (ମହ ଧାତୁ+କର୍ମ. ଇ; ଈ) — ଗୌ; ଗାଈ — Cow
- ସଂ. ବି. ସ୍ତ୍ରୀ (ମହ ଧାତୁ+କର୍ମ. ଇ; ଈ) — ମହତ୍ତ୍ୱ — Greatness
- ସଂ. ବି. ସ୍ତ୍ରୀ (ମହ ଧାତୁ+କର୍ମ. ଇ; ଈ) — ବୁଦ୍ଧି — Intellect
- ଦେ. ବି. (ସଂ. ମଦ୍ୟ—ସନ୍ଧାନ= ବାଖର) — ଦଧ୍ୟମ୍ଳ; ଦୁଧକୁ ବସାଦହି କରିବା ପାଇଁ ସେଥିରେ ପକାଯିବା ଖଟା ଦହି — Curd ferment; rennet used to co-agulate milk; sour whey used in curdling milk; Bulgarian milk
- ଦେ. ବି. (ସଂ. ମଦ୍ୟ—ସନ୍ଧାନ= ବାଖର) — ମଇ (ଦେଖ) — Mai (See)
- ଦେ. ବି. (ସଂ. ମଦ୍ୟ—ସନ୍ଧାନ= ବାଖର) — (ଆଦରାର୍ଥକ) ମହେଶ୍ୱରର ଡାକ ନାମ — Name for calling Maheṡwar
- ପ୍ରାଦେ. (କଳାହାଣ୍ଡି) ବି — ଦଧି — Curd
- ପ୍ରାଦେ. (ସମ୍ବଲପୁର ଓ ବୌଦ୍ଧ) ବି — ଘୋଳ ଦହି — Whey; churned buttermilk