ମହାସେନ Mahāsena

  • ସଂ. ବି. (ମହତ୍+ସେନା+ଅ; ମହତୀ ସେନା ଯାହାର; ବହୁବ୍ରୀହି) — ଦେବସେନାପତି କାର୍ତ୍ତିକେୟ — Kārttikeya, the commandar of the Gods
  • ସଂ. ବି. (ମହତ୍+ସେନା+ଅ; ମହତୀ ସେନା ଯାହାର; ବହୁବ୍ରୀହି) — ମହାଦେବ; ଶିବ — Ṡiba