ମହାସମୁଦ୍ର Mahāsamudra

  • ସଂ. ବି — ମହାର୍ଣ୍ଣବ; ଯେଉଁ ସୁବିସ୍ତୀର୍ଣ୍ଣ ଜଳରାଶି ପୃଥିବୀର ସ୍ଥଳଭାଗକୁ ବେଷ୍ଟନ କରିଅଛି — The great ocean
  • ସଂ. ବି — [ଦ୍ର—ପୃଥିବୀ ବେଷ୍ଟନକାରୀ ମହାସମୁଦ୍ର ଗୋଟିଏ। କିନ୍ତୁ ସୁବିଧା ପାଇଁ ଭୂଗୋଳରେ ମହାସମୁଦ୍ରର କ୍ଷୁଦ୍ର ଅଂଶକୁ ସାଗର (ଯଥା— ଲୋହିତ ସାଗର, ଭୂମଧ୍ୟ ସାଗର) ଓ ବୃହତ୍ ଅଂଶକୁ ମହାସାଗର (ଯଥା—ପ୍ରଶାନ୍ତ ମହାସାଗର, ଭାରତ ମହା ସାଗର, ଆଟଲାଣ୍ଟିକ ମହାସାଗର, ଉତ୍ତର ମହାସାଗର, ଦକ୍ଷିଣ ମହାସାଗର) ବୋଲାଯାଏ।]