ମହିଷାସୁର Mahishāsura
- ସଂ. ବି. ପୁଂ — ଦୈତ୍ୟ ବିଶେଷ — Name of a demon
- ସଂ. ବି. ପୁଂ — [ଦ୍ର—ଏ ଶିବଙ୍କର ବରପୁତ୍ର ରମ୍ଭାସୁର ନାମକ ଅସୁର ଶିବଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରି ଏହି ପୁତ୍ରଲାଭ କରିଥିଲା। ଏ ଅତ୍ୟନ୍ତ ଦୁର୍ଦ୍ଦାନ୍ତ ହୋଇ ଉଠିବାରୁ ଦେବତାମାନଙ୍କ ଅନୁରୋଧରେ ହରିହରିଙ୍କ ତେଜସମ୍ବୁତା ଭଗବତୀ ବା ଦୁର୍ଗା ଏହାକୁ ବଧ କରିଥିଲେ। (ଚଣ୍ଡୀ ପୁରାଣ 2 ୟ ଓ 3 ୟ ଅଧ୍ୟାୟ) ଏହାର ଚିହ୍ନସ୍ୱରୂପ ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଗାଙ୍କ ନିକଟରେ ଦୁର୍ଗାପୂଜା ସମୟରେ ମହିଷ ବଳି ଦିଆଯାଏ।] — [ଦ୍ର—ଏ ଶିବଙ୍କର ବରପୁତ୍ର ରମ୍ଭାସୁର ନାମକ ଅସୁର ଶିବଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରି ଏହି ପୁତ୍ରଲାଭ କରିଥିଲା ଏ ଅତ୍ୟନ୍ତ ଦୁର୍ଦ୍ଦାନ୍ତ ହୋଇ ଉଠିବାରୁ ଦେବତାମାନଙ୍କ ଅନୁରୋଧରେ ହରିହରିଙ୍କ ତେଜସମ୍ବୁତା ଭଗବତୀ ବା ଦୁର୍ଗା ଏହାକୁ ବଧ କରିଥିଲେ (ଚଣ୍ଡୀ ପୁରାଣ2ୟ ଓ3ୟ ଅଧ୍ୟାୟ) ଏହାର ଚିହ୍ନସ୍ୱରୂପ ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଗାଙ୍କ ନିକଟରେ ଦୁର୍ଗାପୂଜା ସମୟରେ ମହିଷ ବଳି ଦିଆଯାଏ]
- ସଂ. ବି. ପୁଂ — ସ୍କନ୍ଦଙ୍କଦ୍ୱାରା ନିହତ ଦୈତ୍ୟ — A demon killed by Skanda
- ସଂ. ବି. ପୁଂ — [ଉ—ତୁମ୍ଭ ବିନା ମହିଷୁ ଆନ ଲୋକ, ଦେଖାଇ ନ ପାରଇ ଯମଙ୍କର ଲୋକ। କୃଷ୍ଣସିଂହ ମହାଭାରତ ବନ।]