ମହିନ୍ଧକ Mahindhaka

  • ସଂ. ବି — ମୂଷା — Rat (Apte)
  • ସଂ. ବି — ନେଉଳ — Ichneumon (Apte)
  • ସଂ. ବି — ବାହୁଙ୍ଗିରେ ବୋଝ ବୋହିବା ପାଇଁ ଲାଗିଥିବା ଦଉଡ଼ି; ଶିକା — The string suspended from a pole used for carrying loads (Apte)