ମହିକ୍ଷିତ୍ Mahīkshit

  • ସଂ. ବି. (ମହୀ+କ୍ଷି ଧାତୁ=ପ୍ରଭୁତ୍ୱ କରିବା+କର୍ତ୍ତୃ. କ୍ୱିପ) — ଭୁତ୍ୱତ୍; ରାଜା — King
  • ସଂ. ବି. (ମହୀ+କ୍ଷି ଧାତୁ=ପ୍ରଭୁତ୍ୱ କରିବା+କର୍ତ୍ତୃ. କ୍ୱିପ) — [ଉ—ମାତା ଚର୍ମ ପୁଡ଼ା ସ୍ୱରୂପା ମହୀକ୍ଷିତ। ତା ଠାରେ ପୁତ୍ର ରୂପେ ପିତା ହୁଏ ଜାତ। କୃଷ୍ଣସିଂହ ମହାଭାରତ. ଆଦି।]