ମହାଶ୍ୱେତା Mahāṡwetā
- ସଂ. ବି. ସ୍ତ୍ରୀ — ସରସ୍ୱତୀ — The Goddess of learning
- ସଂ. ବି. ସ୍ତ୍ରୀ — ଦୁର୍ଗା — Goddess Durgā
- ସଂ. ବି. ସ୍ତ୍ରୀ — ଶ୍ୱେତ ଅପରାଜିତା ଫୁଲ — The White clitoris flower
- ସଂ. ବି. ସ୍ତ୍ରୀ — ଭୂଇଁକଖାରୁ., କୃଷ୍ଣ ଭୂମିକୁଷ୍ମାଣ୍ଡ — Ipomoeia Diguitata
- ସଂ. ବି. ସ୍ତ୍ରୀ — ପ୍ରାଚୀନ ଭାରତର ନଗରବିଶଷ — Name of a town of ancient India
- ସଂ. ବି. ସ୍ତ୍ରୀ — ସଂସ୍କୃତ କାଦମ୍ବରୀ ଉପନ୍ୟାସର ଉପନାୟିକା — Name of a secondary heroine in the Sanscrit novel Kādambarī
- ସଂ. ବି. ସ୍ତ୍ରୀ — ଧଳା ଚିନି — White sugar (Apte)