ମହାଶୂଦ୍ର Mahāṡūdra

  • ସଂ. ବି. ପୁଂ — ଅଭୀର; ଗୋପ; ଗଉଡ଼ — A cow herd
  • ସଂ. ବି. ପୁଂ — ଉଚ୍ଚପଦ ଅଧିକାରୀ ଶୂଦ୍ର — A sūdra of a high position (Apte)
  • ସଂ. ବି. ପୁଂ — ଉଚ୍ଚଶ୍ରେଣୀର ଭୃତ୍ୟ — An upper servant (Apte)