ମହାଶଳ୍କ Mahāṡaḻka

  • ସଂ. ବିଣ. (ବହୁବ୍ରୀହି) — ବୃହତ ଶଳ୍କ ବା କାତିବିଶିଷ୍ଟ — Having big scales
  • ସଂ. ବି — ଚୁଙ୍ଗୁଡ଼ି ମାଛ — Shrimp
  • ସଂ. ବି — ବିଛାବାଳିଆ ଚୁଙ୍ଗୁଡ଼ି — Prawn; sea shrimp (Apte)
  • ସଂ. ବି — [ଦ୍ର— ମନୁ 3। 272 ରେ ଅଛି ଯେ ମହାଶଳ୍କ ପିତୃଲୋକଙ୍କୁ ଶ୍ରାଦ୍ଧରେ ଅର୍ପଣ କଲେ ପିତୃଗଣଙ୍କର ଅନନ୍ତକାଳ ତୃପ୍ତ ହୁଏ।] — [ଦ୍ର— ମନୁ3 272ରେ ଅଛି ଯେ ମହାଶଳ୍କ ପିତୃଲୋକଙ୍କୁ ଶ୍ରାଦ୍ଧରେ ଅର୍ପଣ କଲେ ପିତୃଗଣଙ୍କର ଅନନ୍ତକାଳ ତୃପ୍ତ ହୁଏ]