ମହାଶଙ୍ଖ Mahāṡaṇkha

  • ସଂ. ବି (ମହତ୍ ଶବ୍ଦ ତଳେ ଟିକା ଦେଖ; ଶଙ୍ଖ ଶବ୍ଦ ପୂର୍ବେ଼ ମହତ୍ ଶବ୍ଦ ପ୍ରୟୋଗ ନିଷିଦ୍ଧ ଥିଲେ ହେଁ ଗ୍ରନ୍ଥକାର— ମାନେ ଏହା ବ୍ଯବହାର କରିଅଛନ୍ତି) — ବଡ଼ଶଙ୍ଖ — A big conch
  • ସଂ. ବି (ମହତ୍ ଶବ୍ଦ ତଳେ ଟିକା ଦେଖ; ଶଙ୍ଖ ଶବ୍ଦ ପୂର୍ବେ଼ ମହତ୍ ଶବ୍ଦ ପ୍ରୟୋଗ ନିଷିଦ୍ଧ ଥିଲେ ହେଁ ଗ୍ରନ୍ଥକାର— ମାନେ ଏହା ବ୍ଯବହାର କରିଅଛନ୍ତି) — ଭୀମଙ୍କ ଶଙ୍ଖ — The conch which Bhīma used to blow
  • ସଂ. ବି (ମହତ୍ ଶବ୍ଦ ତଳେ ଟିକା ଦେଖ; ଶଙ୍ଖ ଶବ୍ଦ ପୂର୍ବେ଼ ମହତ୍ ଶବ୍ଦ ପ୍ରୟୋଗ ନିଷିଦ୍ଧ ଥିଲେ ହେଁ ଗ୍ରନ୍ଥକାର— ମାନେ ଏହା ବ୍ଯବହାର କରିଅଛନ୍ତି) — କୁବେରଙ୍କ ନିଧି ବିଶେଷ; ଶଙ୍ଖ ନିଧି — Name of a precious gem of Kubera
  • ସଂ. ବି (ମହତ୍ ଶବ୍ଦ ତଳେ ଟିକା ଦେଖ; ଶଙ୍ଖ ଶବ୍ଦ ପୂର୍ବେ଼ ମହତ୍ ଶବ୍ଦ ପ୍ରୟୋଗ ନିଷିଦ୍ଧ ଥିଲେ ହେଁ ଗ୍ରନ୍ଥକାର— ମାନେ ଏହା ବ୍ଯବହାର କରିଅଛନ୍ତି) — ସଂଖ୍ୟା ବିଶେଷ; 10 ଶଙ୍ଖ ସଂଖ୍ୟା; 10 ଲକ୍ଷ କୋଟି ସଂଖ୍ୟା — ସଂଖ୍ୟା ବିଶେଷ;10ଶଙ୍ଖ ସଂଖ୍ୟା;10ଲକ୍ଷ କୋଟି ସଂଖ୍ୟା— . A thousand billions
  • ସଂ. ବି (ମହତ୍ ଶବ୍ଦ ତଳେ ଟିକା ଦେଖ; ଶଙ୍ଖ ଶବ୍ଦ ପୂର୍ବେ଼ ମହତ୍ ଶବ୍ଦ ପ୍ରୟୋଗ ନିଷିଦ୍ଧ ଥିଲେ ହେଁ ଗ୍ରନ୍ଥକାର— ମାନେ ଏହା ବ୍ଯବହାର କରିଅଛନ୍ତି) — ଅସ୍ତ୍ର ବିଶେଷ — Name of A weapon
  • ସଂ. ବି (ମହତ୍ ଶବ୍ଦ ତଳେ ଟିକା ଦେଖ; ଶଙ୍ଖ ଶବ୍ଦ ପୂର୍ବେ଼ ମହତ୍ ଶବ୍ଦ ପ୍ରୟୋଗ ନିଷିଦ୍ଧ ଥିଲେ ହେଁ ଗ୍ରନ୍ଥକାର— ମାନେ ଏହା ବ୍ଯବହାର କରିଅଛନ୍ତି) — ନରକପାଳାସ୍ଥି — Human skull
  • ସଂ. ବି (ମହତ୍ ଶବ୍ଦ ତଳେ ଟିକା ଦେଖ; ଶଙ୍ଖ ଶବ୍ଦ ପୂର୍ବେ଼ ମହତ୍ ଶବ୍ଦ ପ୍ରୟୋଗ ନିଷିଦ୍ଧ ଥିଲେ ହେଁ ଗ୍ରନ୍ଥକାର— ମାନେ ଏହା ବ୍ଯବହାର କରିଅଛନ୍ତି) — ଲଲାଟାସ୍ଥି — The bone of the forehead
  • ସଂ. ବି (ମହତ୍ ଶବ୍ଦ ତଳେ ଟିକା ଦେଖ; ଶଙ୍ଖ ଶବ୍ଦ ପୂର୍ବେ଼ ମହତ୍ ଶବ୍ଦ ପ୍ରୟୋଗ ନିଷିଦ୍ଧ ଥିଲେ ହେଁ ଗ୍ରନ୍ଥକାର— ମାନେ ଏହା ବ୍ଯବହାର କରିଅଛନ୍ତି) — କର୍ଣ୍ଣ ଓ ଚକ୍ଷୁର ମଧ୍ୟବର୍ତ୍ତୀ ହାଡ଼ — The malar bone; the cheek bone
  • ସଂ. ବି (ମହତ୍ ଶବ୍ଦ ତଳେ ଟିକା ଦେଖ; ଶଙ୍ଖ ଶବ୍ଦ ପୂର୍ବେ଼ ମହତ୍ ଶବ୍ଦ ପ୍ରୟୋଗ ନିଷିଦ୍ଧ ଥିଲେ ହେଁ ଗ୍ରନ୍ଥକାର— ମାନେ ଏହା ବ୍ଯବହାର କରିଅଛନ୍ତି) — ତନ୍ତ୍ର ମତେ ବୀରାଚାରପ୍ରସିଦ୍ଧ ନରକପାଳାସ୍ଥି ନିର୍ମିତ ମାଲ୍ୟ ବିଶେଷ — A garland of skulls used by devotees during Tantric rites