ମହାଶକ୍ତି Mahāṡakti

  • ସଂ. ବି (କର୍ମଧା) — ପ୍ରବଳ ପରାକ୍ରମ ବା କ୍ଷମତା — Great strength or energy
  • ସଂ. ବି (କର୍ମଧା) — ଆଦ୍ୟାଶକ୍ତି;' ଦୁର୍ଗା; ଭଗବତୀ — The Primary Energy which created the universe
  • ସଂ. ବି (କର୍ମଧା) — (ପୁଂ) (ବହୁବ୍ରୀହି)—ଦେବସେନାପତି କାର୍ତ୍ତିକେୟ — The commander of the gods; Kārttikeya
  • ସଂ. ବି (କର୍ମଧା) — ଶିବ — Ṡiba
  • ସଂ. ବିଣ — ପ୍ରବଳ ପରାକ୍ରମଶାଳୀ — Mighgty; of great energy