ମହାଲକ୍ଷ୍ମୀ ବୁଡ଼ Mahālakshmī buṟḍ̠a
- ଦେ. ବି (ଶୂଦ୍ରଭାଷା) — ଠାକୁରାଣୀ ଗାଧୁଆ; ରଜ ସଂକ୍ରାନ୍ତିର ତୃତୀୟ ଦିବସ — The third day of Raja saṇkrānti on which the Goddess of wealth is bathed
- ଦେ. ବି (ଶୂଦ୍ରଭାଷା) — [ଦ୍ର— ଏ ଦିନ ବଡ଼ି ସକାଳୁ ସ୍ତ୍ରୀଲୋକମାନେ ଅଗଣାରେ ଗୋଟିଏ ସ୍ଥାନ ଲିପା ପୋଛା କରି ଓ ମୁରୁଜ ଦେଇ ସେଠାରେ ମହାଲକ୍ଷ୍ମୀଙ୍କୁ କଳ୍ପନା କରି ଗୋଟିଏ ଗୁଆ, ଲଙ୍ଗଳ ଲୁହା ଓ ଗୋଟିଏ ସୁନାର ଅଳଙ୍କାର ବସାଇ ତାହାକୁ ପୁଜା କରନ୍ତି।]