ମହାରୁଣ୍ଠୀ Mahā runṭhī

  • ପ୍ରାଦେ. (ସମ୍ବଲପୁର) ବି — ହଳଦିଆ ଫଳଯୁକ୍ତ ପୋକସୁଙ୍ଘା ଗୁଳ୍ମ ପରି ଏକ ଜାତୀୟ ଗୁଳ୍ମ — Blumia Flava (Haines)
  • ପ୍ରାଦେ. (ସମ୍ବଲପୁର) ବି — [ଦ୍ର— ଏହାର ଫଳ ଶିବଲିଙ୍ଗ ପରି। ଲିଙ୍ଗକୁ ପାଟିରେ ପକାଇଲେ ତୁଣ୍ଡ ଝିମିଝିମି ହୋଇ ଯାଏ।]