ମହାରାଷ୍ଟ୍ର Mahārāshṭra

  • ସଂ. ବି —(କର୍ମଧା; ମହତ୍+ରାଷ୍ଟ୍ର=ରାଜ୍ୟ) — ମରହଟ୍ଟା ଦେଶ — The Marhatta country (a province in western India)
  • ସଂ. ବି —(କର୍ମଧା; ମହତ୍+ରାଷ୍ଟ୍ର=ରାଜ୍ୟ) — [ଦ୍ର— ମହାରାଷ୍ଟ୍ର ଦେଶ ଭାରତର ପଶ୍ଚିମାଂଶରେ ଅବସ୍ଥିତ। ଏହାର ଉତ୍ତର ସୀମାରେ ସୁରାଟ ଓ ସାତପୁରା ପର୍ବତ; ପଶ୍ଚିମରେ ଆରବ ସାଗର, ଦକ୍ଷିଣରେ କର୍ଣ୍ଣାଟ ଓ ପୂର୍ବରେ ଗଣ୍ଡୱାନା ଓ ତୈଲଙ୍ଗ ଦେଶ। ଏହାର ଲୋକ ସଂଖ୍ୟା 3 କୋଟି। ଏହା ପ୍ରାଚୀନ କାଳରେ ଦଣ୍ଡକାରଣ୍ୟ ନାମରେ ପରିଚିତ ଥିଲା।] — [ଦ୍ର— ମହାରାଷ୍ଟ୍ର ଦେଶ ଭାରତର ପଶ୍ଚିମାଂଶରେ ଅବସ୍ଥିତ ଏହାର ଉତ୍ତର ସୀମାରେ ସୁରାଟ ଓ ସାତପୁରା ପର୍ବତ; ପଶ୍ଚିମରେ ଆରବ ସାଗର, ଦକ୍ଷିଣରେ କର୍ଣ୍ଣାଟ ଓ ପୂର୍ବରେ ଗଣ୍ଡୱାନା ଓ ତୈଲଙ୍ଗ ଦେଶ ଏହାର ଲୋକ ସଂଖ୍ୟା3କୋଟି ଏହା ପ୍ରାଚୀନ କାଳରେ ଦଣ୍ଡକାରଣ୍ୟ ନାମରେ ପରିଚିତ ଥିଲା]
  • ସଂ. ବି —(କର୍ମଧା; ମହତ୍+ରାଷ୍ଟ୍ର=ରାଜ୍ୟ) — ମହାରାଷ୍ଟ୍ର ଦେଶବାସୀ ବ୍ୟକ୍ତି — The people of Mahārāshṭra (Apte)