ମହାରାତ୍ର Mahārātra
- ସଂ. ବି —(ମହତୀ+ରାତ୍ରି; କର୍ମଧା) — ଅର୍ଦ୍ଧରାତ୍ରର ପରବର୍ତ୍ତୀ ମୁହୂର୍ତ୍ତଦ୍ୱୟ — 2 moments just after midnight
- ସଂ. ବି —(ମହତୀ+ରାତ୍ରି; କର୍ମଧା) — କାଳରାତ୍ରି — A fearful night
- ସଂ. ବି —(ମହତୀ+ରାତ୍ରି; କର୍ମଧା) — ମହା ପ୍ରଳୟର ରାତ୍ରି — The utter darkness following the great cataclysm
- ସଂ. ବି —(ମହତୀ+ରାତ୍ରି; କର୍ମଧା) — ଅର୍ଦ୍ଧରାତ୍ର — Midnight (Apte)
- ସଂ. ବି —(ମହତୀ+ରାତ୍ରି; କର୍ମଧା) — ମହାଷ୍ଟମୀର ରାତ୍ରୀ — The night of the 8th day of the bright fortnight of Āswina (Apte)