ମହାରାଜ୍ଞୀ Mahārājn̄i
- ଦେ. ବି. ସ୍ତ୍ରୀ (ସଂ. ମହାରାଜୀ) — ସମ୍ରଜ୍ଞୀ — Empress
- ଦେ. ବି. ସ୍ତ୍ରୀ (ସଂ. ମହାରାଜୀ) — ମହାରାଜ ମହିଷୀ — The queen of Mahārājā
- ସଂ. ବି. ସ୍ତ୍ରୀ—(କର୍ମଧା;' ମହତୀ+ରାଜ୍ଞୀ) — ବହୁଗୁଣ ବିଭୂଷିତା ମହାମନାଃ ରାଜ୍ଞୀ — A magnanimous and noble queen
- ସଂ. ବି. ସ୍ତ୍ରୀ—(କର୍ମଧା;' ମହତୀ+ରାଜ୍ଞୀ) — [ଦ୍ର— ମହାରାଜ ଶବ୍ଦର ସ୍ତ୍ରୀଲିଙ୍ଗରେ ଅର୍ଥାତ୍ ମହାରାଜାଙ୍କ ସ୍ତ୍ରୀ ଅର୍ଥରେ ମହାରାଜ୍ଞୀ ଶବ୍ଦର ପ୍ରୟୋଗ ସଂସ୍କୃତ ବ୍ୟାକରଣ ନିୟମ ଅନୁସାରେ ଅଶୁଦ୍ଧ, କିନ୍ତୁ ଯଦି କୌଣସି ରାଣୀଙ୍କ ସୁଗୁଣ ଜ୍ଞାପନାର୍ଥ ରାଜ୍ଞୀ ଶବ୍ଦ ପୂର୍ବରେ ମହତ୍ ଶବ୍ଦ କରାଯାଏ (ଅର୍ଥାତ୍ ମହାମନାଃ ରାଣୀ ଅର୍ଥରେ) ତେବେ 'ମହାରାଜ୍ଞୀ' ଶବ୍ଦର ପ୍ରୟୋଗ ସଂସ୍କୃତ ବ୍ୟାକରଣ ନିୟମ ସଙ୍ଗତ।]