ମହାରାଜା Mahārājā
- ଦେ. ବି. ପୁଂ (ସଂ. ମହାରାଜ) — ସମ୍ରାଟ — Emperor
- ଦେ. ବି. ପୁଂ (ସଂ. ମହାରାଜ) — ରାଜେନ୍ଦ୍ର; ଶ୍ରେଷ୍ଠ ରାଜା — A great or eminent Rājā
- ଦେ. ବି. ପୁଂ (ସଂ. ମହାରାଜ) — ଭାରତ ଗଭର୍ଣ୍ଣମେଣ୍ଟଙ୍କ ପ୍ରଦତ୍ତ ଉପାଧିବିଶେଷ — A title bestowed by the Indian Government
- ଦେ. ଅ — ମହାରାଜ (ଦେଖ) — Mahārāja (See)
- ଦେ. ଅ — [ଦ୍ର— 'ମହାରାଜ' ଶବ୍ଦ ସ୍ଥଳରେ 'ମହାରାଜା' ଶବ୍ଦର ପ୍ରୟୋଗ ସଂସ୍କୃତ ବ୍ୟାକରଣ ଦୃଷ୍ଟିରେ ଅଶୁଦ୍ଧ।]