ମହାମାରୀ Mahāmāī
- ସଂ.ବି (କର୍ମଧା; ମହାନ୍+ମାରୀ=ମଡ଼କ ଓ ଦୁର୍ଗାଙ୍କର ଶକ୍ତିବିଶେଷ) — ମହାକାଳୀ (ଦେଖ) — Mahākāḻī (See)
- ସଂ.ବି (କର୍ମଧା; ମହାନ୍+ମାରୀ=ମଡ଼କ ଓ ଦୁର୍ଗାଙ୍କର ଶକ୍ତିବିଶେଷ) — କୌଣସି ଅଞ୍ଚଳରେ ବ୍ୟାପିଥିବା ମଡ଼କ — A great pestilence or plague
- ସଂ.ବି (କର୍ମଧା; ମହାନ୍+ମାରୀ=ମଡ଼କ ଓ ଦୁର୍ଗାଙ୍କର ଶକ୍ତିବିଶେଷ) — [ଦ୍ର—ଯଥା; ଓଲାଉଠା, ବସନ୍ତ, ପ୍ଲେଗ୍ ଇତ୍ୟାଦି ।]