ମହାମତି Mahāmati

  • ସଂ. ବିଣ (ବହୁବ୍ରୀହି) — ଅତି ବୁଦ୍ଧିମାନ୍ — Very intelligent
  • ସଂ. ବିଣ (ବହୁବ୍ରୀହି) — ଉଦାରଚେତା — Noble-minded; magnanimous
  • ସଂ. ବି — ଗଣେଶ (ହି.ଶ) — A name of Gaṇeṡa
  • ସଂ. ବି — ଯକ୍ଷ—ବିଶେଷ (ହି.ଶ) — Name of a J̄aksha
  • ସଂ. ବି — ବୋଧସତ୍ୱ ବିଶେଷ (ହି.ଶ) — Name of a Buddhist sage
  • ସଂ. ବି — ବୃହସ୍ପତି — A name of Bṛuhaspati (Apte)