ମହାମଙ୍ଗଳା Mahāmaṇgaḻā
- ଦେ. ବି (ସଂ. ମହତୀ+ମଙ୍ଗଳା) — ପୂରୀଜିଲ୍ଲାର କାକଟପୁରରେ ଥିବା ପ୍ରସିଦ୍ଧ ଠାକୁରାଣୀ — A famous idol (Goddess) at Kākaṭapur in the district of Puri
- ଦେ. ବି (ସଂ. ମହତୀ+ମଙ୍ଗଳା) — [ଉ—ଭଲ୍ଲୁକ—ବିକଟ କାକଟପୁର ମହାମଙ୍ଗଳା। ରାଧାନାଥ. ଚନ୍ଦ୍ରଭାଗା।]
- ଦେ. ବି (ସଂ. ମହତୀ+ମଙ୍ଗଳା) — [ଦ୍ର— ଏ ମଙ୍ଗଳଦ୍ୱୀପରୁ ଆସିଥିବାରୁ ଜନଶ୍ରୁତି ଅଛି ଓ ଏଥିଯୋଗୁଁ ଓ ନାମ ହୋଇଅଛି। ବୋଧହୁଏ, ସେ କାଳରେ ସିଂହଳ ଦ୍ୱୀପକୁ ଲୋକେ ମଙ୍ଗଳାଦ୍ୱୀପ କହୁଥିଲେ ।]