ମହାଭାରତୀୟ Mahābhāratīya

  • ସଂ. ବିଣ.—(ମହାଭାରତ+ଈୟ) — ମହାଭାରତ ସଂକ୍ରାନ୍ତ — Relating to the Mahābhārata
  • ସଂ. ବିଣ.—(ମହାଭାରତ+ଈୟ) — ମହାଭାରତରେ ବର୍ଣ୍ଣିତ — Described in the Mahābhārata