ମହାବୋଧି Mahā bodhi

  • ସଂ. ବି—(ମହାନ୍+ବୋଧି=ଶିକ୍ଷକ) — ବୁଦ୍ଧଦେବ — The great Buddha
  • ସଂ. ବି—(ମହାନ୍+ବୋଧି=ଶିକ୍ଷକ) — ବୌଦ୍ଧ ଭିକ୍ଷୁ — A Buddhist monk
  • ସଂ. ବି—(ମହାନ୍+ବୋଧି=ଶିକ୍ଷକ) — 'ବୁଦ୍ଧ' ବା ଜ୍ଞାନୀଙ୍କର ବୋଧ ଶକ୍ତି — The great intelli-gance of a Buddha or wise man