ମହାବୀର୍ଯ୍ୟ Mahābīrj̄ya

  • ସଂ. ବି — ଗୁହ୍ୟ ଓ ଲିଙ୍ଗମଳ ମଧ୍ୟସ୍ଥ ଶରୀରାଂଶ — The perineum; the lower part of the body between the genital organ and the rectum (Apte)
  • ସଂ. ବିଣ ପୁଂ — ମହାବିକ୍ରମ (ଦେଖ) — Mahābikrama (See)