ମହାବିଷୁବ Mahābishuba

  • ସଂ. ବି. (ମହତ୍+ବିଷୁବ=ମେଷ ସଂକ୍ରାନ୍ତି) — ପଣାସଂକ୍ରାନ୍ତି; ବୈଶାଖ ସଂକ୍ରାନ୍ତି; ରବିଙ୍କର ମେଶରାଶିକୁ ସଂକ୍ରମଣ — The sun's entry into the sign of Aries; the vernal equinox
  • ସଂ. ବି. (ମହତ୍+ବିଷୁବ=ମେଷ ସଂକ୍ରାନ୍ତି) — [ଦ୍ର—ଏହି ଦିବସଠାରୁ ସୌରମାନ ବର୍ଷର ପ୍ରଥମ ଗଣନା ଆରମ୍ଭ ହୁଏ; ଏହା ସୌରବୈଶାଖର ପ୍ରଥମ ଦିବସ ଓ ଏହିଠାରୁ ନୂତନ ଶକାବ୍ଦ ଗଣନାର ଆରମ୍ଭ।]