ମହାବିର ଚରିତ Mahābīra charita
- ସଂ. ବି — ମହାକବି ଭବଭୂତିଙ୍କ ପ୍ରଣୀତ ସଂସ୍କୃତ ନାଟକବିଶେଷ; ରାମଚରିତ ନାଟକ — The title of a Sanskrit drama by poet Bhababhūti
- ସଂ. ବି — [ଦ୍ର—ମହାକବି ଭବଭୂତିଙ୍କ ପ୍ରଣୀତ 'ଉତ୍ତର ରାମତରିତ'ରେ ରାମାୟଣ ଉତ୍ତରାକାଣ୍ଡର ବିଷୟ ନାଟକାକାରରେ ବର୍ଣ୍ଣିତ ହୋଇଅଛି; କିନ୍ତୁ 'ମହାବୀର ଚରିତ'ରେ ରାମଙ୍କର ବିବାହଠାରୁ ବନବାସ, ସୀତାହରଣ, ଲଙ୍କାଯୁଦ୍ଧ, ରାବଣ ବଧ ଓ ଅଯୋଧ୍ୟା ପ୍ରତ୍ୟାଗମନ ଯାଏ ସମସ୍ତ ବିବରଣ ନାଟକାକାରରେ ଲିପିବଦ୍ଧ ହୋଇଅଛି। ମୂଳ ରାମାୟଣରେ ପ୍ରଦତ୍ତ ବିବରଣରୁ ଏ ସମସ୍ତ ବିବରଣରେ ଅନେକ ପାର୍ଥକ୍ୟ ପରିଲିକ୍ଷିତ ହୁଏ।]