ମହାବିନାୟକ Mahā bināyaka

  • ଦେ. ବି — ଉତ୍କଳର ପ୍ରଧାନ ପଞ୍ଚତୀର୍ଥ ମଧ୍ୟରୁ ଗୋଟିଏ ତୀର୍ଥ — The name of one of the five main holy places of Utkal
  • ଦେ. ବି — [ଦ୍ର—ମହାବିନାୟକ କଟକ ଜିଲ୍ଲା ଅନ୍ତର୍ଗତ ଦର୍ପଣ କିଲ୍ଲା ମଧ୍ୟରେ ବରୁଣାବନ୍ତ ବା ବରୁଣିଆ ପାହାଡ଼ର କଟୀଦେଶରେ ଅବସ୍ଥିତ।]
  • ଦେ. ବି — (ଉ—ବିନାୟକ ବା ଗଣନାଥ ଏଠାର ଆରାଧ୍ୟ ଦେବତା। ମଦନମୋହନ. ତୀର୍ଥଦର୍ଶନ।)
  • ସଂ. ବି — ଗଣପତି; ଗଣେଶ — The Deity Gaṇesa