ମହାବିଡ୍ୟା Mahābidyā
- ସଂ. ବି — ଦଶମହାବିଦ୍ଯା; ଦୁର୍ଗା ବା ଶକ୍ତିଙ୍କର ତନ୍ତ୍ରୋକ୍ତ 10 ଗୋଟି ମୂର୍ତ୍ତି — ଦଶମହାବିଦ୍ଯା; ଦୁର୍ଗା ବା ଶକ୍ତିଙ୍କର ତନ୍ତ୍ରୋକ୍ତ10ଗୋଟି ମୂର୍ତ୍ତି—The ten incarnations of Durgā worshipped according to the Tantric rites
- ସଂ. ବି — [ଦ୍ର—ଦଶମହାବିଦ୍ଯା—କାଳୀ ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଳା, ମାତଙ୍ଗୀ ଓ କମଳା।]