ମହାବାହୁ Mahābāhu

  • ସଂ. ବିଣ (ବହୁବ୍ରୀହି) — ବିଶାଳ ଭୁଜବିଶିଷ୍ଟ; ଦୀର୍ଘବାହୁ— ବିଶିଷ୍ଟ — Having long arms
  • ସଂ. ବିଣ (ବହୁବ୍ରୀହି) — ଅତି ଶକ୍ତିଶାଳୀ — Very powerful;
  • ସଂ. ବି (ଆପଣାର ବାହୁଦ୍ୱାରା ତ୍ରିଭୁବନକୁ ଧାରଣ କରିଥିବାରୁ) — ଶ୍ରୀକୃଷ୍ଣ; ନାରାୟଣ; ଭଗବାନ; ବିଷ୍ଣୁ — God; Bishṇu