ମହାବାରୁଣୀ Mahābāruṇī
- ସଂ. ବି (ମହତୀ+ବାରୁଣୀ) — (ଜ୍ୟୋତିଷ) ଚୈତ୍ର କୃଷ୍ଣ ପକ୍ଷ ତ୍ରୟୋଦଶୀ ଦିନ ଶନିବାର ଓ ଶତଭିଷା ନକ୍ଷତ୍ର ପଡ଼ିଲେ ଯେଉଁ ମହା ପୁଣ୍ଯ ଯୋଗ ଘଟେ — A very auspicious conjunction which happens if the asterism Ṡatabhishā falls on a Saturday on the 13th day of the dark fortnight of the month of Cha̲i̱tra
- ସଂ. ବି (ମହତୀ+ବାରୁଣୀ) — [ଦ୍ର—ଏ ଯୋଗରେ ଗଙ୍ଗାରେ ସ୍ନାନ କଲେ କୋଟି ଅଶ୍ୱମେଧ ଯାଗ କରିବାର ଫଳ ଲାଭ ହୁଏ। ବାରୁଣୀ ତଳେ ଟୀକା ଦେଖ।]