ମହାବାକ୍ୟ Mahā bākya
- ସଂ. ବି. (କର୍ମଧା) — ବଡ଼ ବାକ୍ୟ — A big sentence; a collection of words
- ସଂ. ବି. (କର୍ମଧା) — ମହତ୍ ବା ମୂଲ୍ୟବାନ୍ ବାକ୍ୟ — A great or valuable saying
- ସଂ. ବି. (କର୍ମଧା) — ମହାଜନମାନଙ୍କ ବାଣୀ; ଆପ୍ତ ବାକ୍ୟ — The saying of great men
- ସଂ. ବି. (କର୍ମଧା) — ପ୍ରବଚନ — Proverb; wise saws
- ସଂ. ବି. (କର୍ମଧା) — ବ୍ରହ୍ମ ପ୍ରତି- ପାଦକ ବାକ୍ୟ; ଓଁ ତତ୍ ସତ୍ୟ; ସର୍ବଂ ଖଳ୍ୱିଦଂ ବ୍ରହ୍ମ — A great formula establishing the existence of the Supreme Being