ମହାଫିସ୍ Mahāphis

  • ବୈଦେ. ବି— (ଆ. ମୁହାଫୀଜ୍; କଚିରିଆ) — ଅଫିସ୍ର କାଗଜ ପତ୍ରର ରକ୍ଷକ କର୍ମ— ଚାରୀ — Record-keeper of an office
  • ବୈଦେ. ବି— (ଆ. ମୁହାଫୀଜ୍; କଚିରିଆ) — ନାବାଲଗର ଅଭିଭାବକ — The guardian of a minor
  • ବୈଦେ. ବି— (ଆ. ମୁହାଫୀଜ୍; କଚିରିଆ) — [ଦ୍ର—ଏହି ମହାଫିଜ୍ ଶବ୍ଦଯୁକ୍ତ ମାତା ମହାଫିଜ୍, ଖୁଡୁତା ମହାଫିଜ୍, ଭାଇ ମହାଫିଜ୍, ସାଟିଫେକେଟ୍ ପ୍ରାପ୍ତ ମହାଫିଜ୍, ସମ୍ପତ୍ତି ମହାଫିଜ୍, ଶରୀର ମହାଫିଜ୍ ଓ ମକଦ୍ଦମା ମହାଫିଜ୍ ଆଦି କଚିରିଆ ଶବ୍ଦମାନ ଭାଷାରେ ବ୍ଯବହୃତ ହୁଏ।]