ମହାଫିସ୍ ଖାନା Mahāphiskhānā

  • ବୈଦେ. ବି (ଆ. ମୁହାଫିଜ୍ଖାନା; କଚରିଆ) — ଯେଉଁ ସ୍ଥାନରେ କାଗଜପତ୍ର ସଂରକ୍ଷିତ ହୋଇଥାଏ — Record-room
  • ବୈଦେ. ବି (ଆ. ମୁହାଫିଜ୍ଖାନା; କଚରିଆ) — [ଦ୍ର— ଦେୱାନି ଅଦାଲତ କଚିରିରେ, କିଲଟରୀ କଚିରିରେ ଓ ଫଉଜଦାର କଚିରି ଆଦିରେ ସେହି ସେହି ଇଲାକ। ସମ୍ପର୍କୀୟ କାଗଜପତ୍ର ଯେଉଁ ଯେଉଁ ସ୍ଥାନରେ ରଖାଯାଏ ସେହି ସେହି ଇଲାକାର ନାମରେ ଉକ୍ତ ମହାଫିଜାଖାନର ନାମ ଡକା ହୁଏ; ଯଥା— ଅଦାଲତା ମହାଫିଜଖାନା; କିଲଟରୀ ମହାଫିଜଖାନା, ଫଉଜଦାରୀ ମହାଫିଜଖାନା।]