ମହାପ୍ରସାଦ ତୋଡ଼ାଣି Mahāprasāda toṟḍ̠āṇi
- ଦେ. ବି — ଦହି, ଅଦାଛେଚା, ଲଙ୍କାମରିଚ ପ୍ରଭୃତି ମିଶାଯାଇ ପ୍ରସ୍ତୁତ ହୋଇଥିବା ଅନ୍ନ ମହାପ୍ରସାଦ ମିଶ୍ରିତ ରୁଚିକର ପାନୀୟ — A palatable drink made of curd, ginger, red pepper etc. mixed with the rice water of Mahāprasāda
- ଦେ. ବି — [ଦ୍ର— ଏଥିରେ ଅଳ୍ପ ପରିମାଣରେ ଜଗନ୍ନାଥଙ୍କର ଅନ୍ନ ମହାପ୍ରସାଦ ଦିଆ ହେଉଥିବାରୁ ଏପରି ନାମ ହୋଇ— ଅଛି।]