ମହାପ୍ରସାଦ ଟେକିବା Mahāprasāda tekibā
- ଦେ. କ୍ରି — କନ୍ୟାପକ୍ଷର କର୍ତ୍ତା ''ମୋ କନ୍ୟାକୁ ମନୋନୀତ ବରଙ୍କ ସଙ୍ଗେ ବିବାହ ଦେବି'' ଏହି ବାକ୍ୟ ବୋଲି ବରପକ୍ଷୀୟ କର୍ତ୍ତାଙ୍କ ହାତକୁ 'ମହାପ୍ରସାଦ' ଟେକି ଦେବା — (a bride's guardian) To hand over Mahāprasāda to the bridegroom's party as a formal and solemn token of betrothal
- ଦେ. କ୍ରି — [ଦ୍ର— ଏ କର୍ମକୁ ମହା— ପ୍ରସାଦ ନିର୍ବନ୍ଧ ବୋଲାଯାଏ। ଯେଉଁ କନ୍ଯା ସମ୍ବନ୍ଧେ ମହାପ୍ରସାଦ ନିର୍ବନ୍ଧ ହୋଇଥାଏ। ତାକୁ 'ବାଗ୍ଦତ୍ତା' କନ୍ଯା ବୋଲାଯାଏ।]