ମହାପ୍ରସାଦ ଛୁଇଁବା Mahāprasāda chhuiñbā

  • ଦେ. କ୍ରି— (ସଂ. ମହାପ୍ରସାଦ+ସ୍ପୃଶ୍ ଧାତୁ) — ମହାପ୍ରସାଦକୁ ସ୍ପର୍ଶ କରି ହଲପ କରିବା — To testify to a matter by touching the Mahā prasāda
  • ଦେ. କ୍ରି— (ସଂ. ମହାପ୍ରସାଦ+ସ୍ପୃଶ୍ ଧାତୁ) — ମହାପ୍ରସାଦକୁ ଧରି ସତ୍ୟ ବା ଅଙ୍ଗୀକାର କରିବା — To make a solemn promise by touching the Mahāprasāda