ମହାପ୍ରସାଦ ଉଠାଇବା Mahāprasāda uṭhāibā
- ଦେ. କ୍ରି — ମହାପ୍ରସାଦକୁ ସାକ୍ଷୀ ରଖି କୌଣସି ଅଙ୍ଗୀକାର କରିବା — To make a solemn promise by touching the Mahāprasāda
- ଦେ. କ୍ରି — ମହାପ୍ରସାଦ ନିର୍ବନ୍ଧଦ୍ୱାରା ବର କନ୍ୟାଙ୍କର ବିବାହ ସ୍ଥିର କରିବା — To perform the ceremony of formal betrothal after exchange of Mahāprasāda between the guardiāns of the bride and bridegroom
- ଦେ. କ୍ରି — ମହାପ୍ରସାଦ ଛୁଇଁ ଶପଥ ବା ହଲପ କରିବା — To take a solema oath by touching Mahāprasāda
- ଦେ. କ୍ରି — ମହାପ୍ରସାଦକୁ ସାକ୍ଷୀ ରଖି ପରସ୍ପର ମଧ୍ୟରେ ବନ୍ଧୁତା ସ୍ଥାପନ କରିବା — To set up a god-relationship between each other by exchange or mutual feeding of Mahāprasāda