ମହାପ୍ରଳୟ Mahāpraḻaya

  • ସଂ. ବି — ବ୍ରହ୍ମାଙ୍କର ଓ ବ୍ରହ୍ମାଣ୍ଡର ନାଶକାଳ; ଏକଜଣ ବ୍ରହ୍ମାଙ୍କର ଆୟୁସ୍କାଳର ଅବସାନ — A universal cataclysm, the great extinction of the universe
  • ସଂ. ବି — [ଦ୍ର— ଶାସ୍ତ୍ର ମତେ ଏହା 432 କୋଟି ବର୍ଷରେ ଥରେ ଘଟେ।] — [ଦ୍ର— ଶାସ୍ତ୍ର ମତେ ଏହା432କୋଟି ବର୍ଷରେ ଥରେ ଘଟେ]
  • ଦେ. ବି — ତୁମୁଳ କାଣ୍ଡ — A frightful catastrophe
  • ଦେ. ବି — ମହାବିପଦ — A great calamity