ମହାପ୍ରଭୁ Mahāprabhu
- ସଂ. ବି (କର୍ମଧା) — ପରମେଶ୍ୱର — God; the Supreme Being
- ସଂ. ବି (କର୍ମଧା) — ମହେଶ୍ୱର; ଶିବ; ମହାଦେବ — Ṡiba
- ସଂ. ବି (କର୍ମଧା) — ଦେବତା — Deity
- ସଂ. ବି (କର୍ମଧା) — ବିଷ୍ଣୁ (ହି. ଶ) — Bishṇu
- ସଂ. ବି (କର୍ମଧା) — ଦେବରାଜ; ଇନ୍ଦ୍ର — Indra
- ସଂ. ବି (କର୍ମଧା) — ସନ୍ନ୍ୟାସୀ ବା ସାଧୁ (ହି. ଶ) — An anchorite
- ଦେ. ବି — ଋଷି; ମୁନି — Sage
- ଦେ. ବି — ବ୍ରାହ୍ମଣ; ଗୋସାଇଁ — A Brāhmaṇa
- ଦେ. ବି — ଶ୍ରୀ ଚୈତନ୍ୟଦେବ — Srī Cha̲i̱tanya
- ଦେ. ବି — ରାଜା — A king
- ଦେ. ଅ (ସଂ. ମହାପ୍ରଭୋ) (ସମ୍ବୋଧନ) ବୈଷ୍ଣବ, ଦେବତା, ବ୍ରାହ୍ମଣ ଓ ରାଜାଙ୍କ ପ୍ରତି ସମ୍ମାନସୂଚକ ସମ୍ବୋଧନ — A term of respectful address used towards a Ba̲i̱shṇaba, a Deity, a Brāhmṇa and a king