ମହାପୁରୁଷ Mahāpurusha

  • ସଂ. ବି — ପରମପୁରୁଷ; ପରମେଶ୍ୱର; ନାରାୟଣ; ଭଗବାନ — God; Bishṇu
  • ସଂ. ବି — ଦେବତା — Deity
  • ସଂ. ବି — ଦୈବ— ଶକ୍ତିସମ୍ପନ୍ନ ବ୍ଯକ୍ତି — A person endowed with divine gifts
  • ସଂ. ବି — ମହାତ୍ମା; ସାଧୁବ୍ଯକ୍ତି — A saint
  • ସଂ. ବି — ପ୍ରଧାନ ବ୍ଯକ୍ତି; ଅସାଧାରଣ ପ୍ରତିଭାଶାଳୀ ବ୍ଯକ୍ତି — A great man; a genius