ମହାପୁରୁଷ ଲକ୍ଷଣ Mahāpurusha lakshaṇa

  • ସଂ. ବି — ସାଧୁବ୍ଯକ୍ତିଙ୍କର ବିଶିଷ୍ଟ ଲକ୍ଷଣ (ଯଥା— ଦୟା, କ୍ଷମା, ଅହିଂସା, ସତ୍ୟ, ଧୈର୍ଯ୍ଯ, ସରଳତା ଓ ଉଦାରତା ଇତ୍ୟାଦି) — The attributes or characteristics of a great man
  • ସଂ. ବି — ଜ୍ୟୋତିଷାଦି ଶାସ୍ତ୍ରରେ ବର୍ଣ୍ଣିତ ମହାପୁରୁଷଙ୍କଠାରେ ଲକ୍ଷିତ କେତେକ ବାହ୍ୟ ବା ଶାରୀରିକ ଚିହ୍ନ — External signs of a great man as described in the ṡāstras
  • ସଂ. ବି — [ଦ୍ର— ଯଥା; ଆଜାନୁଲମ୍ବିତ ଭୁଜ, ଆକର୍ଣ୍ଣବିସ୍ତୃତ ନୟନ, ତ୍ରିବଳୀ ମଣ୍ଡିତ କପାଳ, ପ୍ରଶସ୍ତ ହୃଦ୍ଦେଶ ଇତ୍ୟାଦି 32 ଟି ଲକ୍ଷଣ।] — [ଦ୍ର— ଯଥା; ଆଜାନୁଲମ୍ବିତ ଭୁଜ, ଆକର୍ଣ୍ଣବିସ୍ତୃତ ନୟନ, ତ୍ରିବଳୀ ମଣ୍ଡିତ କପାଳ, ପ୍ରଶସ୍ତ ହୃଦ୍ଦେଶ ଇତ୍ୟାଦି32ଟି ଲକ୍ଷଣ]