ମହାପାରୁଶ୍ୱ Mahāpāruṡwa

  • ଦେ. ବି (ମହାପାର୍ଶ୍ୱ) — ରାମାୟଣ ବର୍ଣ୍ଣିତ ରାବଣର ପୁତ୍ର ବିଶେଷ — A son of Rābaṇa described in the Rāmāyaṇa
  • ଦେ. ବି (ମହାପାର୍ଶ୍ୱ) — [ଉ—ବିବୁଧେ ମହାପାରୁଶ୍ୱ ପାରୁଶରେ ନ ବସନ୍ତି ଭୟ ବହି ସେ —ଭଞ୍ଜ. ବୈଦେହୀଶବିଳାସ।]