ମହାପଶୁ Mahāpaṡu

  • ଦେ. ବି — ବଳି ନିମିତ୍ତ ଉତ୍ସୃଷ୍ଟ ମହିଷ; ମହିଷ ବଳି — A buffalo sacrificed to a Goddess
  • ଦେ. ବି — [ଉ— ଅତ୍ୟନ୍ତ ପୁତ୍ରକାମୀ ହୋଇ। ଦେବୀଙ୍କି ମହାପଶୁ ସହି— ଜଗନ୍ନାଥ. ଭାଗବତ।]