ମହାପଦ୍ମ Mahāpadma

  • ସଂ. ବି — କୁବେରଙ୍କ ନିଧିବିଶେଷ; ପଦ୍ମନିଧି — Name of one of the great gems of the God of riches
  • ସଂ. ବି — (ନାମ) ମହାନନ୍ଦ 4 (ଦେଖ) — (ନାମ) ମହାନନ୍ଦ4(ଦେଖ)—. Mahānanda 4 (See)
  • ସଂ. ବି — ନାଗ ବିଶେଷ — Name of a serpent
  • ସଂ. ବି — ଶ୍ୱେତ ପଦ୍ମ — The white lotus
  • ସଂ. ବି — ଦଶ ସହସ୍ର କୋଟି ସଂଖ୍ୟା — One hundred thousand millions
  • ସଂ. ବି — [ଦ୍ର— ମତାନ୍ତରରେ ଲକ୍ଷକୋଟି, ଅନ୍ଯ ମତରେ ଶତଲକ୍ଷ କୋଟି ଏବଂ ଆଉ କେତେକଙ୍କ ମତରେ ଶତକୋଟି ପରିମିତ ସଂଖ୍ୟା ଏହି ନାମରରେ ନାମିତ ହୁଏ।]